Instructions for registration of Students

  • Go to the website www.rteparadarshi.odisha.gov.in
  • When the website opens, click on registration and click on student registration.
  • Fill out the correct information carefully in the form when the registration form opens.
  • You will receive a registration number on your given mobile number, which will be useful during the lottery.
  • Fill in all types of information and click on the "Save and Next" button.
  • After filling all the information, click the "Submit" button.
  • Filling information in the areas engaged is mandatory.

Submit application form along with required documents and Photos child - each 2 copies to BEO Office for verification.

  • All original records:
  • Copy of application form
  • Eligibility documents:
  • Birth certificates of child
  • Parent's address certificate
  • Mother's father's adhar card / voter ID
  • Any poverty alleviation card issued by the Govt. e.g. MGNREGA Beneficiaries, BKKY -Biju Krishak Kalyan benificiaries, RSBY - Rastriya Swasthaya Bima Yojna Benificiaries Certificate of income issued by the Tahsildar or any other competent authority.
  • Caste Certificate of parent or father (if belong to Scheduled Caste / tribe / socially & educationally backward castes)
  • Medical Document (disability / HIV infected - affected children)
  • Street Children & Children found begging -Documents Not Mandatory
  • Children of migrant workers (Landless agricultural labour -Biju Krushak kalyan card)
  • Construction and road workers (Nirmaan Shramik Card)
  • Child of Martyr/War Widow (Death certificate)

ଛାତ୍ର / ଛାତ୍ରୀ ପଞ୍ଜିକରଣ ପାଇଁ ଅନୁଦେଶ

  • www.rteparadarshi.odisha.gov.in ୱେବସାଇଟ କୁ ଯାଆନ୍ତୁ
  • ୱେବସାଇଟ ଖୋଲି ଗଲେ, ପଞ୍ଜିକରଣ କୂ କ୍ଲିକ୍ କରନ୍ତୁ, ତା ପରେ ଛାତ୍ର / ଛାତ୍ରୀ ପଞ୍ଜିକରଣ କୁ କ୍ଲିକ୍ କରନ୍ତୁ
  • ପଞ୍ଜିକରଣ ଫର୍ମ ଖୋଲି ଗଲେ, ବିବରଣୀ ସାବଧାନୀ ସହ ପୂରଣ କରନ୍ତୁ
  • ଆପଣ ଆପଣଙ୍କ ମୋବାଇଲ ଫୋନେ ରେ ଗୋଟେ ପଞ୍ଜିକରଣ ନମ୍ବର ପାଇବେ. ଏହି ପଞ୍ଜିକରଣ ନମ୍ବର ଲଟେରୀ ସମୟ ରେ ଦରକାର ହେବ
  • ସମସ୍ତ ବିବରଣୀ ଭର୍ତି କରନ୍ତୁ. ଭର୍ତି କରିବା ପରେ, "ସେଭ ଆଣ୍ଡ ନେକ୍ସଟ" ବଟନ କ୍ଲିକ କରନ୍ତୁ
  • ସମସ୍ତ ବିବରଣୀ ଭର୍ତି କରିବା ପରେ, "ସର୍ବମିଟ" ବଟନ କ୍ଲିକ କରନ୍ତୁ
  • ସଂଲଗ୍ନ କ୍ଷେତ୍ର ରେ ବିବରଣୀ ଭରିବା ଆବଶ୍ୟକ ଅଟେ

ଆବଶ୍ୟକୀୟ ଦସ୍ତାବିଜ ଏବଂ ଫଟୋ ପିଲାଙ୍କ ସହ ଆବେଦନ ଫର୍ମ ଦାଖଲ କରନ୍ତୁ - ପ୍ରତ୍ୟେକ 2ଟି କପି ଯାଞ୍ଚ ପାଇଁ ତୁରନ୍ତ ବିଇଓ ଅଫିସକୁ ପଠାଇ ଦିଅନ୍ତୁ।

  • ଅରିଜିନାଲ ରେକର୍ଡ
  • ଆବେଦନ ପତ୍ର (ଅପ୍ପଲିକେସନ) ର କପି
  • ଯୋଗ୍ୟତା ଡକୁମେଣ୍ଟ:
  • ଶିଶୁ ର ଜନ୍ମ ପ୍ରମାଣପତ୍ର
  • ମାତା ପିତା ଠିକଣା ପ୍ରମାଣ
  • ମାତା ପିତା ଆଧାର କାର୍ଡ / ଭୋଟର କାର୍ଡ
  • ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ଯେ କୌଣସି ଦାରିଦ୍ର୍ୟ ଦୂରୀକରଣ କାର୍ଡ ଯଥା MGNREGA ହିତାଧିକାରୀ, BKKY- ବିଜୁ କୃଷକ କଲ୍ୟାଣ ହିତାଧିକାରୀ, RSBY - ରାଷ୍ଟ୍ରିୟ ସ୍ୱାସ୍ଥ୍ୟ ବିମା ଯୋଜନ ହିତାଧିକାରୀ, ତହସିଲଦାର କିମ୍ବା ଅନ୍ୟ କୌଣସି ଦକ୍ଷ କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଆୟର ପ୍ରମାଣପତ୍ର |"
  • ଅବିଭାବକ କିମ୍ବା ପିତାଙ୍କ ଜାତି ପ୍ରମାଣ ପତ୍ର (ଏସଟି, ଏସ ସି, ଏସଇବିସି)
  • ସରକାରୀ ହସ୍ପିଟାଲ ପ୍ରମାଣପତ୍ର (ବିକଳାଙ୍ଗତା / HIV ପ୍ରଭାବିତ କିମ୍ବା ସଂକ୍ରମିତ ଶିଶୁ)
  • ନିରାଶ୍ରୟ / ଷ୍ଟ୍ରିଟ ଚିଲଡ୍ରେନ କିମ୍ବା ଭିକ ମାଗିବା ଅବସ୍ଥା ରେ କେଇ ଶିଶୁ
  • ପ୍ରବାସୀ ଶ୍ରମିକ ଶିଶୁ (ଭୂମିହୀନ କୃଷି ଶ୍ରମିକ-ବିଜୁ କୃଷକ କଲ୍ୟାଣ କାର୍ଡ)
  • ରାସ୍ତା ଏବଂ ନିର୍ମାଣ ଶ୍ରମିକ ଶିଶୁ (ନିର୍ମାଣ ଶ୍ରମିକ କାର୍ଡ)
  • ଶହୀଦ / ଯୁଦ୍ଧ ବିଧବା ଶିଶୁ (ମୃତ୍ୟୁ ପ୍ରମାଣପତ୍ର)